ଏହି ରାଶିର ବ୍ୟକ୍ତି ପ୍ରେମରେ କେତେ ସଫଳ ? ଜାଣନ୍ତୁ...

ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ । ତେବେ ଆଜି ଆମେ ଜାଣିବା ମେଷ ରାଶି ବିଷୟରେ...

Horoscope

News Summary

ଜାଣନ୍ତୁ ମେଷ ରାଶି ବିଷୟରେ

ଏହା ଏକ ଚରରାଶି ଓ ଅଗ୍ନିତତ୍ୱ ରାଶି । ଏହାର ଗତି ତୀବ୍ର । ଏହି ରାଶିର ବ୍ୟକ୍ତି ମାନଙ୍କୁ ସୀମିତ କରାଯାଇ ପାରେନା । ଏହା ଏକ ଅସ୍ଥିର, ଚଞ୍ଚଳ , ଧର୍ଯ୍ୟହିନ ରାଶି । ମେଷ ରାଶିର ବ୍ୟକ୍ତି , ମହିଳା ମାନେ ଅଶ୍ୱନୀ, ଦ୍ୱିଜା, କୃତିକା ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥାନ୍ତି । ସେମାନଙ୍କ ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ , ଲ, ଲା, ଲି, ଲୁ, ଲୋ, ଅ ଏହି ନଅଟି ଅକ୍ଷରରୁ ଆରମ୍ଭ ହୋଇଥାଏ ।

ସ୍ୱାସ୍ଥ୍ୟ –

ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ତେର୍ଚ୍ଛା ଭୂମିରେ ହୋଇଛି କି? ଜାଣନ୍ତୁ ଏହାର ପ୍ରଭାବ

ଚରିତ୍ର-

ଏମାନେ ବହୁ ଉଚ୍ଚଭିଳାଷୀ , ସାହସୀ, ପରୋପକାରୀ, ସମସ୍ତ କ୍ଷେତ୍ରରେ ସାହାଯ୍ୟକାରୀ ଓ ଶତୃ ପରାଜୟରେ ଧୁରନ୍ଦର ଭାବରେ ପରିଚିତ ଥାନ୍ତି । ଏମାନେ କଦାପି ପରାଧିନ ହେବାକୁ ଚାହାନ୍ତି ନାହିଁ । କିନ୍ତୁ ଏମାନଙ୍କର ବଦ୍ ରାଗ କାରଣରୁ ଅନେକ ସମୟରେ କଳହର ସାମ୍ନା କରିବାକୁ ପଡିଥାଏ । ଭାଇ ମାନଙ୍କ ସହିତ ଭଲ ପଡିନଥାଏ । ଗଭୀର ଜଳକୁ ଏମାନଙ୍କର ଭୟଥାଏ ।

ବନ୍ଧୁତା / ଶତୃତା –

କର୍ମ/ବ୍ୟବସାୟ-

ଜୀବନ ସାଥୀ / ବିବାହ-

ଦାମ୍ପତ୍ୟ ଜୀବନ-

ଏମାନେ ଖୁବ୍ ପ୍ରେମି ହୋଇଥିବାରୁ ଏମାନଙ୍କ ମଧ୍ୟରୁ ଅନେକ ବିବାହ ପୂର୍ବରୁ ପ୍ରାୟତଃ ଦାମ୍ପତ୍ୟ ସୁଖ ଭୋଗ କରିବାରେ ସଫଳ ହୋଇଥାନ୍ତି । ଏମାନେ ପ୍ରେମିକ ବା ସ୍ୱାମୀ ଏବଂ ପ୍ରେମିକା ବା ସ୍ତ୍ରୀଙ୍କୁ ଯଦି ଅନ୍ୟ ବନ୍ଧୁ ବା ବାନ୍ଧବୀଙ୍କ ଗହଣରେ ଦେଖନ୍ତି , ସହ୍ୟ କରି ପାରନ୍ତି ନାହିଁ । ମୁଖ୍ୟତଃ ସନ୍ଦେହ କାରଣରୁ ଏମାନଙ୍କର ବୈବାହିକ ଜୀବନରେ ଅନେକ ଥର ମନମାଳିନ୍ୟ ଘଟିଥାଏ । ଅନେକ ସମୟରେ ପଛ କଥାକୁ ମନେ ପକାଇ ଦାମ୍ପତ୍ୟ ଜୀବନରେ ମନମାଳିନ୍ୟ ହୋଇଥାଏ । ତେଣୁ ଏଥିପ୍ରତି ସତର୍କ ହୋଇ ଜୀବନ ସାଥୀ ସହ ବୁଝାମଣା କରିଲେ ଆଦର୍ଶ ଦାମ୍ପତ୍ୟ ଜୀବନ ପାଳନ କରିପାରିବେ ।

ପାରିବାରିକ ଜୀବନ -

ଆର୍ଥିକ ଅବସ୍ଥା –

ଲକ୍ଷ୍ୟପଥ-

ଶୁଭ-

ଅଶୁଭ-