/odishatv-khabar/media/post_attachments/uploadimage/library/16_9/16_9_0/Panchang_1738464923.jpg)
Panchang
ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ପ୍ରାତଃ ୦୬.୩୭ ଗତେ କର୍କଟ । ତିଥି- ୬ଷ୍ଠୀ ପ୍ରାତଃ ୦୭.୫୨ ଗତେ ୭ମୀ । ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୬.୩୭ ପର୍ଯ୍ୟନ୍ତ । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ- ୨ ପାଦ-କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୫୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୩୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ-
ଦିବା- ୧୦.୦୭ ରୁ ୦୧.୦୦
ରାତ୍ରି- ୦୮.୨୧ ରୁ ୧୦.୩୬
ରାତ୍ରି- ୧୨.୦୫ ରୁ ୦୧.୩୫
ରାତ୍ରି- ୦୨.୨୦ ରୁ ୦୩.୫୦
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୩୨ ରୁ ୧୦.୦୭
କାଳବେଳା- ପ୍ରାତଃ ୦୫.୨୦ ରୁ ୦୬.୫୬ ଓ ଦିବା ୦୪.୩୧ ରୁ ୦୬.୦୬
ବାରବେଳା- ଦିବା ୦୧.୧୯ ରୁ ୦୨.୫୫
କାଳରାତ୍ରି- ସନ୍ଧ୍ୟା ୦୬.୦୬ ରୁ ୦୭.୩୧ ଓ ରାତ୍ରି ୦୩.୫୫ ରୁ ୦୫.୧୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)