Advertisment

Today Panchang 9th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୨ୟା ସନ୍ଧ୍ୟା ୦୬.୨୯ ଗତେ ୩ୟା । ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର । ଘାତବାର –  ମକର ରାଶିର । ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୨୯ ଗତେ ୧ପାଦ-କୃଷିହାନି-ଭୂମିଦାନ ।

author-image
Deepak Acharya
undefined

Panchang

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୨ୟା ସନ୍ଧ୍ୟା ୦୬.୨୯ ଗତେ ୩ୟା । ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର । ଘାତବାର –  ମକର ରାଶିର । ପୁଷ୍କର ଦୋଷ – ୨ପାଦ - କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୨୯ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୦୮.୪୦ ରୁ ୧୦.୩୦
ଦିବା – ୧୨.୫୭ ରୁ ୦୧.୧୫
ଦିବା – ୦୪.୧୯ ରୁ ୦୫.୦୨
ସନ୍ଧ୍ୟା – ୦୫.୫୧ ରୁ ୦୬.୩୮
ରାତ୍ରି – ୦୮.୫୯ ରୁ ୧୧.୨୦
ରାତ୍ରି – ୦୧.୪୧ ରୁ ୦୩.୧୫
ଅଶୁଭ ସମୟ - 
ରାହୁକାଳ - ଦିବା ୦୨.୪୭ ରୁ ୦୪.୧୯
କାଳବେଳା – ଦିବା ୦୧.୧୫ ରୁ ୦୨.୪୭
ବାରବେଳା- ପ୍ରାତଃ ୦୭.୦୮ ରୁ ୦୮.୪୦
କାଳରାତ୍ରି- ସନ୍ଧ୍ୟା ୦୭.୧୯ ରୁ ୦୮.୪୭

Advertisment
Astrological Prediction Astrology Panchang
Advertisment
Advertisment