Advertisment

Today Panchang 9th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୨୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Panchang Today 12 September 2023

Today Panchang

Advertisment

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହରାତ୍ର । ତିଥି-୧୦ମୀ ସନ୍ଧ୍ୟା ୦୭.୧୮ ଗତେ ୧୧ଶୀ ।

Advertisment

ଘାତ ଚନ୍ଦ୍ର - କନ୍ୟା ରାଶିର ଅହରାତ୍ର

ଘାତ ବାର- ବୃଷ, ସିଂହ ଓ କନ୍ୟା

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୨୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ

ଦିବା - ୧୦.୧୨ ରୁ ୧୨.୫୭
ରାତ୍ରି - ୦୮.୧୨ ରୁ ୧୦.୩୩
ରାତ୍ରି - ୧୨.୦୭ ରୁ ୦୧.୪୧
ରାତ୍ରି - ୦୨.୨୮ ରୁ ୦୪.୦୨

Advertisment

ଅଶୁଭ ସମୟ

ଋାହୁକାଳ - ଦିବା ୦୮.୪୦ ରୁ ୧୦.୧୨
କାଳବେଳା - ପ୍ରାତଃ ୦୫.୩୬ ରୁ ୦୭.୦୮ , ଦିବା ୦୪.୧୯ ରୁ ୦୫.୫୧
ବାରବେଳା - ଦିବା ୦୧.୧୫ ରୁ ୦୨.୪୭
କାଳ ରାତ୍ରି - ସନ୍ଧ୍ୟା ୦୫.୫୧ ରୁ ୦୭.୧୯ , ରାତ୍ରି ୦୪.୦୮ ରୁ ୦୫.୩୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ