Advertisment

Today Panchang 9th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର

ଅଦ୍ୟତନ ହୋଇଛି
Panchang Today 13th October 2023

Today Panchang

Advertisment

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଚନ୍ଦ୍ର –କର୍କଟ ଅହୋରାତ୍ର । ତିଥି- ୧୦ମୀ ଦିବା ୧୨.୩୭ ଗତେ ୧୧ । ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନପୁଷ୍କର ଦୋଷ- ନାସ୍ତି ।

Advertisment

ଶୁଭ ସମୟ

ପ୍ରାତଃ- ୦୫.୪୨ ରୁ ୦୭.୧୦

ଦିବା- ୦୮.୫୦ ରୁ ୧୧.୧୦

ରାତ୍ରି- ୦୭.୫୨ ରୁ ୧୦.୦୧

ରାତ୍ରି- ୧୧.୫୮ ରୁ ୦୧.୦୬

ରାତ୍ରି-୦୨.୨୬ ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

ଅଶୁଭ ସମୟ

ରାହୁକାଳ - ପ୍ରାତଃ ୦୭.୧୦ ରୁ ୦୮.୩୮

କାଳ ବେଳା - ପ୍ରାତଃ ୦୭.୧୦ ରୁ ୦୮.୩୮

ବାର ବେଳା- ଦିବା ୦୨.୨୯ ରୁ ୦୩.୫୭

କାଳରାତ୍ରି –ରାତ୍ରି ୧୦.୦୧ ରୁ ୧୧.୩୪

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ