Panchang
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୧୨ଶୀ ସନ୍ଧ୍ୟା ୦୭.୨୫ ଗତେ ୧୩ଶୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୁମି ଓ ଅନ୍ନଦାନ ସନ୍ଧ୍ୟା ୦୫.୫୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୨୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ- ୦୬.୨୨ ରୁ ୧୦.୦୮
ଦିବା- ୦୧.୨୫ ରୁ ୦୧.୫୩
ସନ୍ଧ୍ୟା- ୦୬.୩୦ ରୁ ୦୯.୦୨
ରାତ୍ରି- ୧୧.୨୬ ରୁ ୦୧.୩୬
ରାତ୍ରି- ୦୩.୧୧ ରୁ ୦୩.୪୯
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୧୪ ରୁ ୦୫.୩୯
କାଳବେଳା- ଦିବା ୧୨.୦୦ ରୁ ୦୧.୨୫
ବାରବେଳା- ଦିବା ୧୦.୩୬ ରୁ ୧୨.୦୦
କାଳରାତ୍ରି- ରାତ୍ରି ୦୧.୩୬ ରୁ ୦୩.୧୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1738642026.jpg)