Panchanga
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶନିବାର
ଚନ୍ଦ୍ର- ତୁଳା ଅହୋରାତ୍ର
ତିଥି- ୧୧ଶୀ ( ମଳ ) ପ୍ରାତଃ ୦୬.୩୧ ଗତେ ୧୨ ଶୀ
ଘାତଚନ୍ଦ୍ର- ନାସ୍ତି
ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୬.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭ ସମୟ
ପ୍ରାତଃ- ୦୭.୪୦ ରୁ ୦୮.୫୬
ଦିବା- ୧୨.୦୦ ରୁ ୦୧.୦୦
ଦିବା- ୦୨.୨୧ ରୁ ୦୨.୫୩
ଦିବା- ୦୩.୩୭ ରୁ ୦୩.୪୨
ରାତ୍ରି- ୦୨.୪୩ ରୁ ୦୩.୩୬
ଅଶୁଭ ସମୟ
ରାହୁକାଳ - ଦିବା ୦୮.୫୬ ରୁ ୧୦.୧୭
କାଳବେଳା- ପ୍ରାତଃ ୦୬.୧୩ ରୁ ୦୭.୩୪ ଓ ଦିବା ୦୩.୪୨ ରୁ ୦୫.୦୪
ବାରବେଳା- ଦିବା ୦୧.୦୦ ରୁ ୦୨.୨୧
କାଳରାତ୍ରି- ସନ୍ଧ୍ୟା ୦୫.୦୪ ରୁ ୦୬.୪୨ ଓ ନିଶାନ୍ତ ୦୪.୩୫ ରୁ ୦୬.୧୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchanga_1702089278.jpg)