ଅଦ୍ୟତନ ହୋଇଛି
Today Panchang
Advertisment
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ, ପୁଷ୍କର ଦୋଷ – ୧ ପାଦ-କୁଟୁମ୍ବହାନି-ତିଳକାଞନ ଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ପ୍ରାତଃ ୦୫.୨୮ ରୁ ୦୭.୧୦
ଦିବା ୧୦.୧୬ ରୁ ୧୧.୨୬
ଦିବା ୦୧.୫୯ ରୁ ୦୫.୨୪
ସନ୍ଧ୍ୟା ୦୭.୦୦ ରୁ ୧୦.୪୪
ରାତ୍ରି ୦୧.୪୪ ରୁ ୦୨.୪୦
ରାତ୍ରି ୦୪.୦୪ ରୁ ୦୫.୨୮
ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?
ଅଶୁଭ ସମୟ
ଋାହୁକାଳ – ଦିବା ୧୧.୫୨ ରୁ ୦୧.୨୮
କାଳବେଳା - ଦିବା ୦୮.୪୦ ରୁ ୧୦.୧୬
ବାରବେଳା – ଦିବା ୧୧.୫୨ ରୁ ୦୧.୨୮
କାଳରାତ୍ରି –ରାତ୍ରି ୦୨.୪୦ ରୁ ୦୪.୦୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689131955.jpg)