/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୨.୨୮ ଗତେ ମୀନ । ତିଥି – ପ୍ରତିପଦ ରାତ୍ରି ୦୯.୧୨ ଗତେ ୨ୟା । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର,ଦିବା ୦୨.୨୮ ଗତେ ଧନୁ ରାଶିର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୦୨ ପର୍ଯ୍ୟନ୍ତ,ତା’ପରେ ରାତ୍ରି ୦୯.୧୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୩୬ ରୁ ୦୭.୦୮
ଦିବା – ୧୦.୩୦ ରୁ ୧୨.୫୭
ଦିବା – ୦୪.୨୦ ରୁ ୦୫.୦୩
ସନ୍ଧ୍ୟା – ୦୬.୩୯ ରୁ ୦୮.୫୯
ରାତ୍ରି – ୧୧.୪୪ ରୁ ୦୨.୨୮
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୦୮ ରୁ ୦୮.୪୦
କାଳବେଳା – ପ୍ରାତଃ ୦୭.୦୮ ରୁ ୦୮.୪୦
ବାରବେଳା- ଦିବା ୦୨.୪୮ ରୁ ୦୪.୨୦
କାଳରାତ୍ରି- ରାତ୍ରି ୧୦.୧୬ ରୁ ୧୧.୪୬
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)