Today Panchang 8th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଚନ୍ଦ୍ର – ବିଛା ସନ୍ଧ୍ୟା ୦୭.୦୯ ଗତେ ଧନୁ । ତିଥି – ୩ୟା ସନ୍ଧ୍ୟା ୦୬.୧୯ ଗତେ ଚତୁର୍ଥୀ । ଘାତ ଚନ୍ଦ୍ର – ସନ୍ଧ୍ୟା ୦୭.୦୯ ଗତେ ତୁଳା, କୁମ୍ଭ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

ପ୍ରାତଃ ୦୫.୧୮ ରୁ ୦୯.୩୫

ଦିବା ୧୦.୨୬ ରୁ ୦୧.୦୦

ଦିବା ୦୪.୩୨ ରୁ ୦୫.୧୭

ରାତ୍ରି ୧୧.୪୩ ରୁ ୦୨.୧୯

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୫୪ ରୁ ୦୮.୩୦

କାଳବେଳା – ପ୍ରାତଃ ୦୬.୫୪ ରୁ ୦୮.୩୦

ବାରବେଳା – ଦିବା ୦୨.୫୫ ରୁ ୦୪.୩୨

କାଳରାତ୍ରି –ରାତ୍ରି ୧୦.୧୯ ରୁ ୧୧.୪୩