Today Panchang 8th March 2023: ଜାଣନ୍ତୁ ଆଜିର ଶୁଭବେଳା, ଆଉ କାହା ପାଇଁ ଦିନଟି ଘାତ ବାର

ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୭.୪୩ ଗତେ ୨ପାଦ

ଆଜିର ପଞ୍ଚାଙ୍ଗ . .

ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର – ସିଂହ ଦିବା ୦୮.୫୨ ଗତେ କନ୍ୟା । ତିଥି - ପ୍ରତିପଦ ରାତ୍ରି ୦୭.୪୩ ଗତେ ୨ୟା । ଘାତ ଚନ୍ଦ୍ର - କର୍କଟ, ମକର ଦିବା ୦୮.୫୨ ଗତେ ବୃଷ । 

ଘାତ ବାର- କର୍କଟ

ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୭.୪୩ ଗତେ ୨ପାଦ

ଶୁଭ ସମୟ

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

ଶୁଭ ସମୟ