Today Panchang
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୮.୧୬ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୧୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ
ଦିବା- ୧୦.୩୬ ରୁ ୦୧.୦୮
ରାତ୍ରି- ୦୮.୧୧ ରୁ ୧୦.୪୪
ରାତ୍ରି- ୧୨.୨୬ ରୁ ୦୨.୦୭
ରାତ୍ରି- ୦୨.୫୮ ରୁ ୦୪.୪୦
ଅଶୁଭ ସମୟ
ରାହୁକାଳ- ଦିବା ୦୯.୧୧ ରୁ ୧୦.୩୬
କାଳବେଳା- ପ୍ରାତଃ ୦୬.୨୨ ରୁ ୦୭.୪୭
ଦିବା ୦୪.୧୪ ରୁ ୦୫.୩୮
ବାରବେଳା- ଦିବା ୦୧.୨୫ ରୁ ୦୨.୪୯
କାଳରାତ୍ରି- ସନ୍ଧ୍ୟା ୦୫.୩୮ ରୁ ୦୭.୧୪
ନିଶାନ୍ତ ୦୪.୪୭ ରୁ ୦୬.୨୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733278171.jpg)