Advertisment

Today Panchang 8th Feb 2023: ଏହି ସମୟରେ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇପାରେ...

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ, ବୁଧବାର ଚନ୍ଦ୍ର – ସିଂହ ରାତ୍ରି ୦୨.୪୮ ଗତେ କନ୍ୟା ତିଥି – ୩ୟା ଅହୋରାତ୍ର ଘାତ ଚନ୍ଦ୍ର – କର୍କଟ ଓ ମକର ରାତ୍ରି ୦୨.୪୮ ଗତେ ବୃଷ ଘାତ ବାର- କର୍କଟ ପୁଷ୍କର ଦୋଷ – ରାତ୍ରି ୦୮.୧୪ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।

ଅଦ୍ୟତନ ହୋଇଛି
Today Panchang 8th Feb 2023

Today Panchang

Advertisment

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ, ବୁଧବାର ଚନ୍ଦ୍ର – ସିଂହ ରାତ୍ରି ୦୨.୪୮ ଗତେ କନ୍ୟା ତିଥି – ୩ୟା ଅହୋରାତ୍ର ଘାତ ଚନ୍ଦ୍ର – କର୍କଟ ଓ ମକର ରାତ୍ରି ୦୨.୪୮ ଗତେ ବୃଷ ଘାତ ବାର- କର୍କଟ ପୁଷ୍କର ଦୋଷ – ରାତ୍ରି ୦୮.୧୪ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ। 

Advertisment

ଶୁଭ ସମୟ...

  • ପ୍ରାତଃ ୦୬.୨୩ ରୁ ୧୦.୫୩
  • ଦିବା ୧୦.୩୬ ରୁ ୧୧.୩୮
  • ଦିବା ୦୧.୫୩ ରୁ ୦୪.୫୩
  • ସନ୍ଧ୍ୟା ୦୬.୨୯ ରୁ ୧୦.୪୪
  • ରାତ୍ରି ୦୨.୦୭ ରୁ ୦୩.୧୧

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅଶୁଭ ସମୟ...

  • ଋାହୁକାଳ - ଦିବା ୧୨.୦୦ ରୁ ୦୧.୨୫
  • କାଳବେଳା – ଦିବା ୦୯.୧୧ ରୁ ୧୦.୩୬
  • ବାରବେଳା – ଦିବା ୧୨.୦୦ ରୁ ୦୧.୨୫
  • କାଳରାତ୍ରି – ରାତ୍ରି ୦୩.୧୧ ରୁ ୦୪.୪୭
Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ