Today Panchang 8th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ରାତ୍ରି ୦୯.୫୨ ତୁଳା ତିଥି- ୧୧ଶୀ ଅହୋରାତ୍ର

Panchanga

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ  ଶୁକ୍ରବାର

ଚନ୍ଦ୍ର- କନ୍ୟା ରାତ୍ରି ୦୯.୫୨ ତୁଳା 
ତିଥି- ୧୧ଶୀ ଅହୋରାତ୍ର 
ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୯.୫୨ ପର୍ଯ୍ୟନ୍ତ 
ଘାତବାର- ବିଛା, ଧନୁ ଓ ମୀନ ରାଶିର 
ପୁଷ୍କର ଦୋଷ- ନାସ୍ତି 
ଶୁଭ ସମୟ
ପ୍ରାତଃ- ୦୬.୧୨ ରୁ ୦୬.୫୬  
ପ୍ରାତଃ- ୦୭.୩୯ ରୁ ୦୮.୫୫ 
ଦିବା- ୧୧.୫୯ ରୁ ୦୨.୫୩
ଦିବା- ୦୩.୩୬ ରୁ ୦୫.୦୩
ସନ୍ଧ୍ୟା- ୦୫.୫୬ ରୁ ୦୮.୨୧
ରାତ୍ରି- ୧୨.୦୪ ରୁ ୦୧.୫୦
ରାତ୍ରି- ୦୨.୪୨ ରୁ ୦୪.୨୮
ଅଶୁଭ ସମୟ
ରାହୁକାଳ - ଦିବା ୧୦.୧୬ ରୁ ୧୧.୩୮
କାଳବେଳା- ଦିବା ୦୮.୫୫ ରୁ ୧୦.୧୬                                                                                                 
ବାରବେଳା- ରାତ୍ରି ୦୮.୨୧ ରୁ ୦୯.୫୯
କାଳରାତ୍ରି- ପ୍ରାତଃ ୦୬.୧୨ ରୁ ୦୬.୫୬