/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୭ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି – ପୂର୍ଣ୍ଣିମା ରାତ୍ରି ୧୧.୩୮ ଗତେ ପ୍ରତିପଦ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୪୦ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୩୬ ରୁ ୦୯.୪୧
ଦିବା – ୦୧.୧୬ ରୁ ୦୧.୪୭
ସନ୍ଧ୍ୟା – ୦୬.୩୯ ରୁ ୦୯.୦୦
ରାତ୍ରି – ୧୨.୦୮ ରୁ ୦୧.୧୨
ରାତ୍ରି – ୦୨.୪୦ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୪.୨୦ ରୁ ୦୫.୫୩
କାଳବେଳା – ଦିବା ୧୧.୪୪ ରୁ ୦୧.୧୬
ବାରବେଳା- ଦିବା ୧୦.୧୨ ରୁ ୧୧.୪୪
କାଳରାତ୍ରି- ରାତ୍ରି ୦୧.୧୨ ରୁ ୦୨.୪୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)