ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୨ୟା ରାତ୍ରି ୦୮.୧୫ ଗତେ ୩ୟା,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମେଷ,ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୮.୧୫ ଗତେ ୧ ପାଦ ।
Advertisment
ଶୁଭ ସମୟ:
ପ୍ରାତଃ ୦୫.୧୮ ରୁ ୦୯.୩୫
ଦିବା ୦୧.୧୯ ରୁ ୦୧.୫୧
ସନ୍ଧ୍ୟା ୦୬.୫୨ ରୁ ୦୯.୦୬
ରାତ୍ରି ୧୨.୦୫ ରୁ ୦୧.୦୬
ରାତ୍ରି ୦୨.୩୦ ରୁ ୦୩.୦୪
ଅଧିକ ପଢ଼ନ୍ତୁ: ବେଡ୍ରୁମ୍ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି
ଅଶୁଭ ସମୟ:
ଋାହୁକାଳ – ଦିବା ୦୪.୨୧ ରୁ ୦୬.୦୮
କାଳବେଳା – ଦିବା ୧୧.୪୩ ରୁ ୦୧.୧୯
ବାରବେଳା – ଦିବା ୧୦.୦୭ ରୁ ୧୧.୪୩
କାଳରାତ୍ରି – ରାତ୍ରି ୦୧.୦୬ ରୁ ୦୨.୩୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683170566.jpg)