ଅଦ୍ୟତନ ହୋଇଛି
Today Panchang
Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୬.୧୦ ଗତେ ପ୍ରତିପଦ। ଘାତ ଚନ୍ଦ୍ର – କର୍କଟ , ମକର ଅହୋରାତ୍ର,ଘାତ ବାର- ମକର,ପୁଷ୍କର ଦୋଷ – ୧- ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୨.୨୧ ଗତେ ୨ ପାଦ
Advertisment
ଶୁଭ ସମୟ:
- ଦିବା ୦୯.୦୧ ରୁ ୧୦.୪୭
- ଦିବା ୦୧.୦୮ ରୁ ୦୧.୨୫
- ଦିବା ୦୪.୨୨ ରୁ ୦୫.୦୩
- ସନ୍ଧ୍ୟା ୦୫.୫୦ ରୁ ୦୯.୩୯
- ରାତ୍ରି ୦୯.୦୬ ରୁ ୧୧.୩୩
ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୫୪ ରୁ ୦୪.୨୨
- କାଳବେଳା – ଦିବା ୦୧.୨୫ ରୁ ୦୨.୫୪
- ବାରବେଳା – ପ୍ରାତଃ ୦୭.୩୩ ରୁ ୦୯.୦୧
- କାଳରାତ୍ରି – ସନ୍ଧ୍ୟା ୦୭.୨୧ ରୁ ୦୮.୫୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678162247.jpg)