• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ। ଇଂରାଜୀରେ ୭ ତାରିଖ ସୋମବାର 
ଚନ୍ଦ୍ର –ମୀନ ରାତ୍ରି ୦୧.୪୪ ଗତେ ମେଷ    
ତିଥି -  ୭ମୀ ରାତ୍ରି୦୪.୧୪ ଗତେ ୮ମୀ    
ଘାତ ଚନ୍ଦ୍ର – ମେଷ ଅହୋରାତ୍ର    

ଘାତବାର – ମିଥୁନ 
ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୪.୧୪ ପର୍ଯ୍ୟନ୍ତ

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଶୁଭ ସମୟ:
ପ୍ରାତଃ ୦୫.୨୭ ରୁ ୦୭.୦୪
ଦିବା ୧୦.୩୫ ରୁ ୦୧.୦୯
ଦିବା ୦୪.୪୦ ରୁ ୦୫.୨୫
ସନ୍ଧ୍ୟା ୦୭.୦୧ ରୁ ୦୯.୧୫
ରାତ୍ରି  ୧୧.୫୨ ରୁ ୦୨.୨୯


ଅଶୁଭ ସମୟ:
ଋାହୁକାଳ – ପ୍ରାତଃ ୦୭.୦୪ ରୁ ୦୮.୪୦
କାଳବେଳା - ପ୍ରାତଃ ୦୭.୦୪ ରୁ ୦୮.୪୦
ବାରବେଳା – ଦିବା ୦୩.୦୪ ରୁ ୦୪.୪୦ 
କାଳରାତ୍ରି –ରାତ୍ରି ୧୦.୨୮ ରୁ ୧୧.୫୨