Today Panchang 6th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Today Panchang

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର। ଚନ୍ଦ୍ର- ବୃଷ ଅହରାତ୍ର ତିଥି – ୭ମୀ ଦିବା ୦୩.୩୮ ଗତେ ୮ମୀ ଘାତ ଚନ୍ଦ୍ର- ବିଛା ରାଶିର ଅହରାତ୍ର ଘାତ ବାର –  କର୍କଟ ପୁଷ୍କର ଦୋଷ –୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୩୮

ଶୁଭ ସମୟ... 

ପ୍ରାତଃ – ୦୫.୩୫ ରୁ ୦୭.୧୪

ଦିବା – ୧୦.୧୨ ରୁ ୧୧.୨୦
ଦିବା – ୦୧.୪୮ ରୁ ୦୫.୦୫
ସନ୍ଧ୍ୟା – ୦୬.୪୧ ରୁ ୧୦.୩୫
ରାତ୍ରି -  ୦୧.୪୨ ରୁ ୦୨.୪୦
ରାତ୍ରି -  ୦୪.୦୮ ରୁ ୦୫.୩୫

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

ଅଶୁଭ ସମୟ...

ଋାହୁକାଳ – ଦିବା ୧୧.୪୫ ରୁ ୦୧.୧୭
କାଳବେଳା – ଦିବା ୦୮.୪୦ ରୁ ୧୦.୧୨
ବାରବେଳା –  ଦିବା ୧୧.୪୫ ରୁ ୦୧.୧୭
କାଳ ରାତ୍ରି – ରାତ୍ରି ୦୨.୪୦ ରୁ ୦୪.୦୮