ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର । ଚନ୍ଦ୍ର – ତୁଳା ଦିବା ୦୩.୨୧ ଗତେ ବିଛା,ତିଥି – ପ୍ରତିପଦ ରାତ୍ରି ୦୯.୫୨ ଗତେ ୨ୟା ।ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୯.୧୨ ଗତେ ୧ ପାଦ
Advertisment
ଶୁଭ ସମୟ:
- ଦିବା ୧୦.୦୭ ରୁ ୦୧.୦୦
- ରାତ୍ରି ୦୮.୨୨ ରୁ ୧୦.୩୬
- ରାତ୍ରି ୧୨.୦୫ ରୁ ୦୧.୩୪
- ରାତ୍ରି ୦୨.୧୯ ରୁ ୦୩.୪୯
ଅଧିକ ପଢ଼ନ୍ତୁ:ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର
ଅଶୁଭ ସମୟ:
- ଋାହୁକାଳ – ଦିବା ୦୮.୩୧ ରୁ ୧୦.୦୭
- କାଳବେଳା – ପ୍ରାତଃ ୦୫.୧୯ ରୁ ୦୬.୫୫ ଓ ଦିବା ୦୪.୩୧ ରୁ ୦୬.୦୭
- ବାରବେଳା – ଦିବା ୦୧.୧୯ ରୁ ୦୨.୫୫
- କାଳରାତ୍ରି – ସନ୍ଧ୍ୟା ୦୬.୦୭ ରୁ ୦୭.୩୧ ଓ ରାତ୍ରି ୦୩.୫୪ ରୁ ୦୫.୧୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683170566.jpg)