/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699852160.jpg)
Today Panchang
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି- ୯ମୀ ରାତ୍ରି ୦୩.୦୪ ଗତେ ୧୦ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୦.୨୧ ଗତେ ବୃଷ ରାଶିର, ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୧୧ ରୁ ୦୮.୨୧
ଦିବା- ୧୦.୩୨ ରୁ ୧୧.୩୭
ଦିବା- ୦୧.୨୬ ରୁ ୦୩.୩୬
ସନ୍ଧ୍ୟା- ୦୫.୫୫ ରୁ ୦୬.୪୮
ରାତ୍ରି- ୦୮.୩୩ ରୁ ୦୨.୫୪
ନିଶାନ୍ତ- ୦୪.୩୩ ରୁ ୦୬.୧୨
ଅଶୁଭ ସମୟ
ରାହୁକାଳ - ଦିବା ୧୧.୩୭ ରୁ ୧୨.୫୮
କାଳବେଳା- ଦିବା ୦୮.୫୪ ରୁ ୧୦.୧୫
ବାରବେଳା- ଦିବା ୧୧.୩୭ ରୁ ୧୨.୫୮
କାଳରାତ୍ରି- ରାତ୍ରି ୦୨.୫୪ ରୁ ୦୪.୩୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)