• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ରବିବାର । ଚନ୍ଦ୍ର – କର୍କଟ ରାତ୍ରି ୦୯.୩୦ ଗତେ ସିଂହ,ତିଥି – ୧୩ଶୀ ଦିବା ୦୨.୦୭ ଗତେ ୧୪ଶୀ,ଘାତ ଚନ୍ଦ୍ର – ରାତ୍ରି ୦୯.୩୦ ଗତେ କର୍କଟ , ମକର,ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୬.୦୭ ରୁ ୧୦.୦୧

ଦିବା ୦୧.୨୬ ରୁ ୦୧.୫୫

ସନ୍ଧ୍ୟା ୦୬.୩୮ ରୁ ୦୯.୦୫

ରାତ୍ରି ୧୨.୨୨ ରୁ ୦୧.୩୦

ରାତ୍ରି ୦୩.୦୨ ରୁ ୦୩.୩୯

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୨୧ ରୁ ୦୫.୫୯

କାଳବେଳା – ଦିବା ୧୧.୫୮ ରୁ ୦୧.୨୬

ବାରବେଳା – ଦିବା ୧୦.୩୦ ରୁ ୧୧.୫୮

କାଳରାତ୍ରି – ରାତ୍ରି ୦୧.୩୦ ରୁ ୦୩.୦୨