/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684464310.jpg)
Today Panchang 19th May 2023
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ସୋମବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ପ୍ରାତଃ ୦୬.୩୯ ଗତେ ୨ୟା ଘାତ ଚନ୍ଦ୍ର – ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମିଥୁନ, ପୁଷ୍କର ଦୋଷ – ପ୍ରାତଃ ୦୬.୩୯ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ
Advertisment
ଶୁଭ ସମୟ
ଦିବା ୦୮.୪୧ ରୁ ୧୦.୨୬
ଦିବା ୦୯.୧୩ ରୁ ୧୦.୨୩
ଦିବା ୧୧.୪୫ ରୁ ୧୨.୦୬
ରାତ୍ରି ୦୩.୪୩ ରୁ ୦୪.୨୭
ଅଶୁଭ ସମୟ
ଋାହୁକାଳ – ପ୍ରାତଃ ୦୬.୪୯ ରୁ ୦୮.୨୭
କାଳବେଳା – ପ୍ରାତଃ ୦୬.୪୯ ରୁ ୦୮.୨୭
ବାରବେଳା – ଦିବା ୦୩.୦୨ ରୁ ୦୪.୪୦
କାଳରାତ୍ରି – ରାତ୍ରି ୧୦.୨୩ ରୁ ୧୧.୪୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)