Advertisment

Today Panchang 5th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ  ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୫ ତାରିଖ ଶନିବାର । ଚନ୍ଦ୍ର- ତୁଳା ଅହୋରତ୍ର । ତିଥି - ୧୦ମୀ ସନ୍ଧ୍ୟା ୦୬.୫୯ ଗତେ ୧୧ଶୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୫୧ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

undefined

Panchang

Advertisment

ସୈାର ମିଥୁନ ମାସ  ଆଷାଢ ଶୁକ୍ଳପକ୍ଷ । ଇଂରାଜୀ ୦୫ ତାରିଖ ଶନିବାର । ଚନ୍ଦ୍ର- ତୁଳା ଅହୋରତ୍ର । ତିଥି - ୧୦ମୀ ସନ୍ଧ୍ୟା ୦୬.୫୯ ଗତେ ୧୧ଶୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୫୧ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Advertisment

ଶୁଭ ସମୟ –
ଦିବା – ୧୦.୧୨ ରୁ ୧୨.୧୭
ଦିବା – ୦୩.୦୮ ରୁ ୦୩.୪୮
ସନ୍ଧ୍ୟା – ୦୭.୪୭ ରୁ ୦୭.୫୨
ରାତ୍ରି – ୧୧.୨୯ ରୁ ୦୧.୩୯
ରାତ୍ରି – ୦୩.୦୬ ରୁ ୦୩.୫୫

ଅଶୁଭ ସମୟ - 
ରାହୁକାଳ - ଦିବା ୦୮.୩୩ ରୁ ୧୦.୧୨
କାଳବେଳା - ପ୍ରାତଃ ୦୫.୧୬ ରୁ ୦୬.୫୫ ଓ ଦିବା ୦୪.୪୭ ରୁ ୦୬.୨୬
ବାରବେଳା- ଦିବା ୦୧.୨୯ ରୁ ୦୩.୦୮
କାଳରାତ୍ରି- ସନ୍ଧ୍ୟା ୦୬.୨୬ ରୁ ୦୭.୪୭ ଓ ରାତ୍ରି ୦୩.୫୫ ରୁ ୦୫.୧୬

Advertisment
Astrological Prediction Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ