Today Panchang 5th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଆପଣଙ୍କ ପାଇଁ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଗୁରୁବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ଦିବା ୦୮.୦୫ ଗତେ ମିଥୁନ,ତିଥି- ୧୪ଶୀ ରାତ୍ରି ୦୨.୧୪ ଗତେ ପୂର୍ଣ୍ଣିମା,ଘାତ ଚନ୍ଦ୍ର- ବିଛା ଦିବା ୦୮.୦୫ ଗତେ କନ୍ୟା,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୬.୨୬ ରୁ ୦୭.୫୩

ଦିବା ୦୬.୧୦ ରୁ ୦୯.୪୦

ରାତ୍ରି ୦୧.୩୦ ରୁ ୦୩.୪୮

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ଅଶୁଭ ସମୟ:

ଋାହୁକାଳ - ଦିବା ୦୧.୧୩ ରୁ ୦୨.୩୪

କାଳବେଳା – ଦିବା ୦୨.୩୪ ରୁ ୦୩.୫୬

ବାରବେଳା – ଦିବା ୦୩.୫୬ ରୁ ୦୫.୧୭

କାଳରାତ୍ରି – ରାତ୍ରି ୧୧.୫୨ ରୁ ୦୧.୩୦