ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ବୁଧବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୧୪ଶୀ ଦିବା ୦୯.୧୯ ଗତେ ପୂର୍ଣ୍ଣିମା,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୧ ପର୍ଯ୍ୟନ୍ତ ।
ଶୁଭ ସମୟ:
- ପ୍ରାତଃ ୦୫.୪୧ ରୁ ୦୭.୧୯
- ଦିବା ୧୦.୧୭ ରୁ ୧୧.୨୫
- ଦିବା ୦୧.୫୨ ରୁ ୦୫.୦୯
- ସନ୍ଧ୍ୟା ୦୬.୪୫ ରୁ ୧୦.୩୯
- ରାତ୍ରି ୦୧.୪୬ ରୁ ୦୨.୪୪
- ରାତ୍ରି ୦୪.୧୨ ରୁ ୦୫.୪୦
ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେଉଁ ଦିଗକୁ ମୁହଁ କରି ଭୋଜନ କଲେ ପରିବାରରେ ଆସିଥାଏ ଶାନ୍ତି
ଅଶୁଭ ସମୟ:
- ଋାହୁକାଳ – ଦିବା ୧୧.୪୯ ରୁ ୦୧.୨୧
- କାଳବେଳା – ଦିବା ୦୮.୪୫ ରୁ ୧୦.୧୭
- ବାରବେଳା – ଦିବା ୧୧.୪୯ ରୁ ୦୧.୨୧
- କାଳରାତ୍ରି – ରାତ୍ରି ୦୨.୪୪ ରୁ ୦୪.୧୨