Today Panchang 4th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର, ଚନ୍ଦ୍ର- ସିଂହ ଅହୋରାତ୍ର, ତିଥି- ୭ମୀ ରାତ୍ରୀ ୦୯.୫୯ ଗତେ ୮ମୀ, ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର

Panchanga

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର, ଚନ୍ଦ୍ର- ସିଂହ ଅହୋରାତ୍ର

ତିଥି- ୭ମୀ ରାତ୍ରୀ ୦୯.୫୯ ଗତେ ୮ମୀ, ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର

ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୯.୫୯ ପର୍ଯ୍ୟନ୍ତ

ଶୁଭ ସମୟ

ପ୍ରାତଃ- ୦୬.୧୦ ରୁ ୦୭.୩୧

ଦିବା- ୦୯.୦୪ ରୁ ୧୧.୧୪

ରାତ୍ରି- ୦୭.୪୦ ରୁ ୦୯.୫୮

ରାତ୍ରି- ୦୨.୪୦ ରୁ ୦୩.୩୩

ଅଶୁଭ ସମୟ

ରାହୁକାଳ - ପ୍ରାତଃ ୦୭.୩୧ ରୁ ୦୮.୫୩

କାଳବେଳା- ପ୍ରାତଃ ୦୭.୩୧ ରୁ ୦୮.୫୩

ବାରବେଳା- ଦିବା ୦୨.୧୯ ରୁ ୦୩.୪୧

କାଳରାତ୍ରି- ରାତ୍ରି ୦୯.୫୮ ରୁ ୧୧.୩୬