/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୪ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି –୧୨ଶୀ ରାତ୍ରି ୦୪.୦୮ ଗତେ ୧୩ଶୀ । ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର । ଘାତବାର – ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୪୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୪.୦୮ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୩୫ ରୁ ୦୭.୧୪
ଦିବା – ୧୦.୩୧ ରୁ ୧୨.୫୯
ରାତ୍ରି – ୦୨.୨୮ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୧୮ ରୁ ୦୨.୫୦
କାଳବେଳା – ଦିବା ୦୨.୫୦ ରୁ ୦୪.୨୩
ବାରବେଳା- ଦିବା ୦୪.୨୩ ରୁ ୦୫.୫୫
କାଳରାତ୍ରି- ରାତ୍ରି ୧୧.୪୫ ରୁ ୦୧.୧୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)