Today Panchang 4th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ, ସୋମବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Today Panchang

ସୌର ସିଂହମାସ  ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ, ସୋମବାର, ଚନ୍ଦ୍ର – ମେଷ ଅହୋରାତ୍ର ତିଥି- ୫ମୀ ଦିବା ୦୪.୪୨ଗତେ ୬ଷ୍ଠୀ  ଘାତ ଚନ୍ଦ୍ର - ମେଷ ରାଶିର ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ –ନାସ୍ତି

ଶୁଭ ସମୟ...

ପ୍ରାତଃ-  ୦୫.୩୫ ରୁ ୦୭.୦୭

ଦିବା ୧୦.୩୧ ରୁ ୧୨.୫୯
ଦିବା- ୦୪.୨୩ ରୁ ୦୫.୦୬
ସନ୍ଧ୍ୟା – ୦୬.୪୨ ରୁ ୦୯.୦୨
ରାତ୍ରୀ- ୧୧.୪୫ ରୁ ୦୨.୨୯

ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ଅଶୁଭ ସମୟ...

ରାହୁକାଳ - ପ୍ରାତଃ ୦୭.୦୭ ରୁ ୦୮.୪୦
କାଳ ବେଳା - ପ୍ରାତଃ ୦୭.୦୭ ରୁ ୦୮.୪୦
ବାର ବେଳା – ଦିବା ୦୨.୫୦ ରୁ ୦୪.୨୩   
କାଳରାତ୍ରି –ରାତ୍ରି ୧୦.୧୮ ରୁ ୧୧.୪୫

ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ