Advertisment

Today Panchang 4th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଅହୋରତ୍ର । ତିଥି - ୯ମୀ ଦିବା ୦୪.୩୨ ଗତେ ୧୦ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ବିଛା , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ - ନାସ୍ତି ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ସୈାର ମିଥୁନ ମାସ  ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଅହୋରତ୍ର । ତିଥି - ୯ମୀ ଦିବା ୦୪.୩୨ ଗତେ ୧୦ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ବିଛା , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ - ନାସ୍ତି ।

Advertisment

ଶୁଭ ସମୟ –

ପ୍ରାତଃ – ୦୬.୦୮ ରୁ ୦୭.୦୧

ଦିବା – ୧୨.୧୭ ରୁ ୦୨.୫୫

ସନ୍ଧ୍ୟା – ୦୬.୨୬ ରୁ ୦୮.୩୬

ରାତ୍ରି – ୧୨.୫୬ ରୁ ୦୩.୦୬

ରାତ୍ରି – ୦୩.୪୯ ରୁ ୦୫.୧୬

ଅଶୁଭ ସମୟ -

ରାହୁକାଳ - ଦିବା ୧୦.୧୨ ରୁ ୧୧.୫୧

କାଳବେଳା - ଦିବା ୧୦.୧୨ ରୁ ୧୧.୫୧

ବାରବେଳା- ଦିବା ୦୮.୩୩ ରୁ ୧୦.୧୨

କାଳରାତ୍ରି- ରାତ୍ରି ୦୯.୦୮ ରୁ ୧୦.୨୯

Horoscope Astrology Panchang
Advertisment
Advertisment