/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ବୁଧବାର । ଚନ୍ଦ୍ର- ଧନୁ ନିଶାନ୍ତ ୦୫.୨୧ ଗତେ ମକର । ତିଥି –୧୧ଶୀ ରାତ୍ରି ୦୪.୨୨ ଗତେ ୧୨ଶୀ । ଘାତଚନ୍ଦ୍ର – ତୁଳ ଓ କୁମ୍ଭ ରାଶିର , ନିଶାନ୍ତ ୦୫.୨୧ ଗତେ ସିଂହ ରାଶିର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ରାତ୍ରି ୧୧.୦୭ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୨୨ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୩୫ ରୁ ୦୭.୧୪
ଦିବା – ୧୦.୧୩ ରୁ ୧୧.୨୧
ଦିବା – ୦୧.୪୯ ରୁ ୦୫.୦୭
ସନ୍ଧ୍ୟା – ୦୬.୪୩ ରୁ ୧୦.୩୬
ରାତ୍ରି – ୦୧.୪୨ ରୁ ୦୨.୪୦
ରାତ୍ରି – ୦୪.୦୮ ରୁ ୦୫.୩୫
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୪୫ ରୁ ୦୧.୧୮
କାଳବେଳା – ଦିବା ୦୮.୪୦ ରୁ ୧୦.୧୩
ବାରବେଳା- ଦିବା ୧୧.୪୫ ରୁ ୦୧.୧୮
କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୮
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)