• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଗୁରୁବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି- ୧୦ମୀ ରାତ୍ରି ୦୭/୩୦ ଗତେ ୧୧ଶୀ, ଘାତ ଚନ୍ଦ୍ର- ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ରାତ୍ରି ୧୨/୪୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ

Aries

ମେଷ

Thursday 03 Nov 2022

ଅଶ୍ୱନୀ – ଗୃହକୁ ଅବସାନ କରି ପାରିବାରିକ ସୁସମ୍ପର୍କ ମଧ୍ୟରେ ସୁଖ,ସମୃଦ୍ଧି ପ୍ରଦାନ କରିବେ । ବ୍ୟବସାୟ-ବାଣିଜ୍ୟ , ପରିବହନରେ ସୁଫଳ ମିଳିବ ।

ଦ୍ୱିଜା – ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଜଣେ ପୁରୁଣା ବନ୍ଧୁ ସାହାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଲେ ନିରାଶ ହେବାକୁ ପଡିବ ନାହିଁ ।

କୃତିକା – ବକେୟା ଅର୍ଥ ପାଇବେ । ମହିଳା ମାନେ ସ୍ୱାଭିମାନି ହେବେ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିବେ ।

ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :