/odishatv-khabar/media/post_attachments/uploadimage/library/16_9/16_9_0/Panchang__1741748449.jpg)
Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୩ ତାରିଖ ଗୁଗୁବାର । ଚନ୍ଦ୍ର- କନ୍ୟା ରାତ୍ରି ୦୩.୧୯ ଗତେ ତୁଳା । ତିଥି - ୮ମୀ ଦିବା ୦୨.୦୭ ଗତେ ୯ମୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୩.୧୯ ପର୍ଯ୍ୟନ୍ତ । ଘାତବାର – ତୁଳ ଓ କୁମ୍ଭ ରାଶିର । ପୁଷ୍କର ଦୋଷ - ନାସ୍ତି ।
ଶୁଭ ସମୟ –
ପ୍ରାତଃ – ୦୫.୧୫ ରୁ ୦୬.୦୮
ଦିବା – ୦୯.୩୯ ରୁ ୧୧.୨୪
ସନ୍ଧ୍ୟା – ୦୭.୦୯ ରୁ ୦୯.୧୯
ରାତ୍ରି – ୦୧.୧୨ ରୁ ୦୨.୨୨
ରାତ୍ରି – ୦୩.୪୯ ରୁ ୦୫.୧୬
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୨୯ ରୁ ୦୩.୦୮
କାଳବେଳା - ଦିବା ୦୩.୦୮ ରୁ ୦୪.୪୭
ବାରବେଳା- ଦିବା ୦୪.୪୭ ରୁ ୦୬.୨୬
କାଳରାତ୍ରି- ରାତ୍ରି ୧୧.୫୧ ରୁ ୦୧.୧୨
Advertisment
Advertisment


Related Articles
Robo Dog in Jatra: ଯାତ୍ରାମଞ୍ଚରୁ ହଟିବ ଅଶ୍ଲୀଳତା, ପ୍ରଥମ ଥର ଦେଖିବାକୁ ମିଳିବ ରୋବଟିକ୍ ଡଗ୍
POSTED · 02 Jul 2025, 19:26 IST

Vegetables Should Avoid: ବର୍ଷା ଦିନେ ଖାଉଛନ୍ତି କି ଏହି ଖାଦ୍ୟ, ସାବଧାନ! ଜାଣନ୍ତୁ କଣ ଖାଇବା ଅନୁଚିତ୍
POSTED · 02 Jul 2025, 14:55 IST

BMC officer assault issue: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା, ମେୟର କହିଲେ ଦରକାର ପଡିଲେ ଗନମ୍ୟାନ୍ ରଖାଯିବ
POSTED · 02 Jul 2025, 14:57 IST
