Advertisment

Today Panchang 3rd Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 3rd Feb 2023

Today Panchang

Advertisment

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଚନ୍ଦ୍ର – ମିଥୁନ ରାତ୍ରି ୦୨.୩୧ ଗତେ କର୍କଟ,ତିଥି – ୧୩ଶୀ ସନ୍ଧ୍ୟା ୦୬.୫୮ ଗତେ ୧୪ଶୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୦୨.୩୧ ପର୍ଯ୍ୟନ୍ତ,ଘାତ ବାର- ବିଛା , ଧନୁ ଓ ମୀନ ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୨୫ ରୁ ୦୭.୦୯
  • ପ୍ରାତଃ ୦୭.୫୪ ରୁ ୦୯.୧୨
  • ଦିବା ୧୨.୨୨ ରୁ ୦୨.୩୭
  • ସନ୍ଧ୍ୟା ୦୭.୧୮ ରୁ ୦୮.୪୮
  • ରାତ୍ରି ୦୨.୦୮ ରୁ ୦୪.୪୨

ଅଧିକ ପଢ଼ନ୍ତୁ: ବିବାହରେ ହେଉଛି କି ବିଳମ୍ବ ? କରନ୍ତୁ ଏହି ଉପାୟ

ଅଶୁଭ ସମୟ:

  • ଋାହୁକାଳ - ଦିବା ୧୦.୩୬ ରୁ ୧୨.୦୦
  • କାଳବେଳା – ଦିବା ୧୦.୩୬ ରୁ ୧୨.୦୦
  • ବାରବେଳା – ଦିବା ୦୯.୧୨ ରୁ ୧୦.୩୬
  • କାଳରାତ୍ରି – ରାତ୍ରି ୦୮.୪୮ ରୁ ୧୦.୨୪
Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ