ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର। ଚନ୍ଦ୍ର- କର୍କଟ ରାତ୍ରି ୦୯.୩୬ ଗତେ ସିଂହ ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୨୭ ଗତେ ୭ମୀ। ଘାତଚନ୍ଦ୍ର- ରାତ୍ରି ୦୯.୩୬ ଗତେ କର୍କଟ ଓ ମକର ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୭.୨୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭ ସମୟ
ପ୍ରାତଃ- ୦୬.୫୩ ରୁ ୦୯.୦୩
ଦିବା- ୧୨.୫୭ ରୁ ୦୨.୫୨
ଦିବା- ୦୩.୩୫ ରୁ ୦୩.୪୧
ରାତ୍ରି- ୦୭.୪୦ ରୁ ୦୯.୨୫
ରାତ୍ରି- ୧୨.୦୨ ରୁ ୦୧.୧୪
ରାତ୍ରି- ୦୨.୫୩ ରୁ ୦୬.୧୦
ଅଶୁଭ ସମୟ
ରାହୁକାଳ - ଦିବା ୦୩.୪୧ ରୁ ୦୫.୦୨
କାଳବେଳା- ଦିବା ୧୧.୩୬ ରୁ ୧୨.୫୭
ବାରବେଳା- ଦିବା ୧୦.୧୪ ରୁ ୧୧.୩୬
କାଳରାତ୍ରି- ରାତ୍ରି ୦୧.୧୪ ରୁ ୦୨.୫୩