Today Panchang 3rd April 2023: କେଉଁ ମୁହୂର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ସୋମବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ । ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର, ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ ପାଦ- ପଶୁ ସମ୍ପଦ ନାଶ- ଅନ୍ନଦାନ ପ୍ରାତଃ ୦୬.୨୪ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୫.୪୨ ରୁ ୦୭.୧୪

ଦିବା ୧୦.୩୬ ରୁ ୦୧.୦୩

ଦିବା ୦୪.୨୫ ରୁ ୦୫.୦୮

ସନ୍ଧ୍ୟା ୦୬.୪୪ ରୁ ୦୯.୦୫

ରାତ୍ରି ୧୧.୪୯ ରୁ ୦୨.୩୪

ଅଧିକ ପଢ଼ନ୍ତୁ: ଜାଣନ୍ତୁ...କେଉଁ ଦିଗକୁ ମୁହଁ କରି ଭୋଜନ କଲେ ପରିବାରରେ ଆସିଥାଏ ଶାନ୍ତି...

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୭.୧୪ ରୁ ୦୮.୪୬

କାଳବେଳା – ପ୍ରାତଃ ୦୭.୧୪ ରୁ ୦୮.୪୬

ବାରବେଳା – ଦିବା ୦୨.୫୩ ରୁ ୦୪.୨୫

କାଳରାତ୍ରି – ରାତ୍ରି ୧୦.୨୧ ରୁ ୧୧.୪୯