Today Panchang 31st March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି – ୧୦ମୀ ରାତ୍ରି ୦୧.୫୮ ଗତେ ୧୧ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୫.୪୫ ରୁ ୦୬.୩୪

ପ୍ରାତଃ ୦୭.୨୨ ରୁ ୦୮.୪୮

ଦିବା ୧୨.୧୫ ରୁ ୦୨.୪୧

ଦିବା ୦୪.୧୯ ରୁ ୦୫.୫୬

ରାତ୍ରି ୦୧.୪୮ ରୁ ୦୪.୧୦

ଅଧିକ ପଢ଼ନ୍ତୁ: କେଉଁ ଦିଗକୁ ମୁହଁ କରି ଭୋଜନ କଲେ ପରିବାରରେ ଆସିଥାଏ ଶାନ୍ତି...ଜାଣନ୍ତୁ

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୧୯ ରୁ ୧୧.୫୧

କାଳବେଳା – ଦିବା ୧୦.୧୯ ରୁ ୧୧.୫୧

ବାରବେଳା – ଦିବା ୦୮.୪୮ ରୁ ୧୦.୧୯

କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୨