Today Panchang 30th Nov 2022 : ଆଜି କେଉଁ ଶୁଭ ମୁହୂର୍ତ୍ତ ଦେଖି ଘରୁ ବାହାରିବେ, ଜାଣନ୍ତୁ

ଜାଣନ୍ତୁ, ଆଜିର ଶୁଭ, ଅଶୁଭ ସମୟ

Today Panchang

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର

ଚନ୍ଦ୍ର  – କୁମ୍ଭ ଅହୋରତ୍ର

ତିଥି- ୭ମୀ ଦିବା ୦୮/୫୮ ଗତେ ୮ମୀ

ଘାତ ଚନ୍ଦ୍ର- ମିଥୁନ ଓ ମୀନ ଅହୋରାତ୍ର

ଘାତ ବାର – କର୍କଟ

ପୁଷ୍କର ଦୋଷ – ୧ ପାଦ - ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮/୫୮ ପର୍ଯ୍ୟନ୍ତ

ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ଶୁଭ ସମୟ:

ପ୍ରାତଃ ୦୬/୦୭ ରୁ ୦୮/୫୮

ଦିବା ୧୦/୨୯ ରୁ ୧୧/୩୫

ଦିବା ୦୧/୨୪ ରୁ ୦୩/୩୫

ସନ୍ଧ୍ୟା ୦୫/୫୪ ରୁ ୦୬/୪୭

ରାତ୍ରି ୦୮/୩୨ ରୁ ୦୨/୫୨

ରାତ୍ରି ୦୪/୩୦ ରୁ ୦୬/୦୮

ଅଶୁଭ ସମୟ:

ରାହୁକାଳ - ଦିବା ୧୧/୩୫ ରୁ ୧୨/୫୬

କାଳବେଳା -  ଦିବା ୦୮/୫୧ ରୁ ୧୦/୧୩

ବାରବେଳା – ଦିବା ୧୧/୩୫ ରୁ ୧୨/୫୬

କାଳରାତ୍ରି – ରାତ୍ରି ୦୨/୫୨ ରୁ ୦୪/୩୦