Today Panchang 30th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ଅହୋରାତ୍ର ,ତିଥି – ୧୦ମୀ ଦିବା ୦୧.୦୮ ଗତେ ୧୧ଶୀ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୫.୧୧ ରୁ ୦୬.୪୯

ଦିବା ୦୯.୩୩ ରୁ ୧୨.୧୦

ଦିବା ୦୪.୩୯ ରୁ ୦୫.୨୪

ସନ୍ଧ୍ୟା ୦୬.୧୭ ରୁ ୦୭.୦୦

ରାତ୍ରି ୦୯.୦୦ ରୁ ୦୯.୫୫

ରାତ୍ରି ୧୨.୦୫ ରୁ ୦୨.୧୬

ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୦ ରୁ ୦୪.୩୯

କାଳବେଳା – ଦିବା ୦୧.୨୨ ରୁ ୦୩.୦୦

ବାରବେଳା – ପ୍ରାତଃ ୦୬.୪୯ ରୁ ୦୮.୨୭

କାଳରାତ୍ରି – ରାତ୍ରି ୦୭.୩୯ ରୁ ୦୯.୦୦