• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ସିଂହମାସ  ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ  ଶନିବାର, ଚନ୍ଦ୍ର – ମୀନ ଅହୋରାତ୍ର ତିଥି- ୩ୟା ରାତ୍ରି ୦୮.୪୯ ଗତେ ୪ର୍ଥୀ ଘାତ ଚନ୍ଦ୍ର - ଧନୁ ରାଶିର ଅହୋରାତ୍ର ଘାତ ବାର – ବୃଷ , ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ  କୃଷିହାନି- ଭୂମିଦାନ

ଶୁଭ ସମୟ

ଦିବା – ୧୦.୧୩ ରୁ ୦୧.୦୦                        
ରାତ୍ରି – ୦୮.୧୭ ରୁ ୧୦.୩୬

ରାତ୍ରି –୧୨.୦୯ ରୁ ୦୧.୪୨
ରାତ୍ରି- ୦୨.୨୯ ରୁ ୦୪.୦୨

ଅଶୁଭ ସମୟ

ରାହୁକାଳ - ଦିବା ୦୮.୪୦ ରୁ ୧୦.୧୩
କାଳ ବେଳା - ପ୍ରାତଃ ୦୫.୩୪ ରୁ ୦୭.୦୭ ଓ ଦିବା  ୦୪.୨୫ ରୁ ୦୫.୫୭
ବାର ବେଳା – ଦିବା ୦୧.୧୯ ରୁ ୦୨.୫୨   
କାଳରାତ୍ରି – ସନ୍ଧ୍ୟା ୦୫.୫୭ରୁ ୦୭.୨୫ ଓ ରାତ୍ରି ୦୪.୦୭ ରୁ ୦୫.୩୫