ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର । ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୧୨ସିଂହ ରାତ୍ରି ୧୧.୧୮ ଗତେ ୧୩ଶୀଋ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୩ ପାଦ -କୃଷି, ପଶୁ ଓ ବଂଶହାନି – ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୭.୪୦ ଗତେ ୨ ପାଦ ।
Also Read
ଶୁଭ ସମୟ:
- ଦିବା ୦୮.୩୨ ରୁ ୧୦.୨୭
- ଦିବା ୦୧.୦୦ ରୁ ୦୧.୧୯
- ଦିବା ୦୪.୩୦ ରୁ ୦୫.୧୫
- ସନ୍ଧ୍ୟା ୦୬.୦୬ ରୁ ୦୬.୫୧
- ରାତ୍ରି ୦୯.୦୬ ରୁ ୧୧.୨୧
- ରାତ୍ରି ୦୧.୩୫ ରୁ ୦୩.୦୫
ଅଧିକ ପଢ଼ନ୍ତୁ: ଘର ଭିତରେ ସୂର୍ଯ୍ୟ କିରଣ ପଡିବା ଜରୁରୀ କି ନାହିଁ; କ’ଣ କୁହନ୍ତି ବାସ୍ତୁବିତ୍
ଅଶୁଭ ସମୟ:
- ଋାହୁକାଳ – ଦିବା ୦୨.୫୫ ରୁ ୦୪.୩୦
- କାଳବେଳା – ଦିବା ୦୧.୧୯ ରୁ ୦୨.୫୫
- ବାରବେଳା – ପ୍ରାତଃ ୦୬.୫୬ ରୁ ୦୮.୩୨
- କାଳରାତ୍ରି – ରାତ୍ରି ୦୭.୩୦ ରୁ ୦୮.୫୫