କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୦୨ ଗତେ ୪ର୍ଥୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୁମିଦାନ।
ଶୁଭସମୟ;
ପ୍ରାତଃ- ୦୬.୦୯ ରୁ ୧୦.୦୨
ଦିବା- ୦୧.୨୬ ରୁ ୦୧.୫୫
ସନ୍ଧ୍ୟା- ୦୬.୩୭ ରୁ ୦୯.୦୫
ରାତ୍ରି- ୧୨.୨୩ ରୁ ୦୧.୩୧
ରାତ୍ରି- ୦୩.୦୩ ରୁ ୦୩.୪୦
ଅଶୁଭସମୟ;
ରାହୁକାଳ- ଦିବା ୦୪.୨୧ ରୁ ୦୫.୪୮
କାଳବେଳା- ଦିବା ୧୧.୫୮ ରୁ ୦୧.୨୬
ବାରବେଳା- ଦିବା ୧୦.୩୧ ରୁ ୧୧.୫୮
କାଳରାତ୍ରି- ରାତ୍ରି ୦୧.୩୧ ରୁ ୦୩.୦୩