ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
Also Read
ଶୁଭ ସମୟ:
ପ୍ରାତଃ ୦୭.୦୦ ରୁ ୦୯.୩୮
ଦିବା ୦୧.୨୯ ରୁ ୦୨.୫୫
ଦିବା ୦୪.୪୦ ରୁ ୦୪.୪୭
ସନ୍ଧ୍ୟା ୦୬.୨୫ ରୁ ୦୭.୫୨
ରାତ୍ରି ୧୦.୪୫ ରୁ ୧୨.୫୫
ଅଶୁଭ ସମୟ:
ଋାହୁକାଳ – ଦିବା ୦୪.୪୭ ରୁ ୦୬.୨୫
କାଳବେଳା – ଦିବା ୧୧.୫୦ ରୁ ୦୧.୨୯
ବାରବେଳା – ଦିବା ୧୦.୧୧ ରୁ ୧୧.୫୦
କାଳରାତ୍ରି – ରାତ୍ରି ୦୧.୧୨ ରୁ ୦୨.୩୩