Advertisment

Today Panchang 2nd April 2023: ଆଜି କେଉଁ ମୁହୂର୍ତ୍ତ ଶୁଭ, ଜାଣନ୍ତୁ ଆଜିର ପଞ୍ଜାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 2nd April 2023

Today Panchang

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ରବିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୨ଶୀ ଅହୋରାତ୍ର,ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୪୩ ରୁ ୦୯.୪୮
  • ଦିବା ୦୧.୨୨ ରୁ ୦୧.୫୨
  • ସନ୍ଧ୍ୟା ୦୬.୪୪ ରୁ ୦୯.୦୫
  • ରାତ୍ରି ୧୨.୧୩ ରୁ ୦୧.୧୮
  • ରାତ୍ରି ୦୨.୪୬ ରୁ ୦୩.୨୧

ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୪.୨୫ ରୁ ୦୫.୫୭
  • କାଳବେଳା – ଦିବା ୧୧.୫୦ ରୁ ୦୧.୨୨
  • ବାରବେଳା – ଦିବା ୧୦.୧୮ ରୁ ୦୨.୪୬
  • କାଳରାତ୍ରି – ପ୍ରାତଃ ୦୬.୩୨ ରୁ ୦୯.୪୮ ଓ ରାତ୍ରି ୦୭.୩୧ ରୁ ୦୯.୦୫
Advertisment
Panchang
Advertisment
Advertisment