ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ରବିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୨ଶୀ ଅହୋରାତ୍ର,ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ।
Also Read
ଶୁଭ ସମୟ:
- ପ୍ରାତଃ ୦୫.୪୩ ରୁ ୦୯.୪୮
- ଦିବା ୦୧.୨୨ ରୁ ୦୧.୫୨
- ସନ୍ଧ୍ୟା ୦୬.୪୪ ରୁ ୦୯.୦୫
- ରାତ୍ରି ୧୨.୧୩ ରୁ ୦୧.୧୮
- ରାତ୍ରି ୦୨.୪୬ ରୁ ୦୩.୨୧
ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା
ଅଶୁଭ ସମୟ:
- ଋାହୁକାଳ – ଦିବା ୦୪.୨୫ ରୁ ୦୫.୫୭
- କାଳବେଳା – ଦିବା ୧୧.୫୦ ରୁ ୦୧.୨୨
- ବାରବେଳା – ଦିବା ୧୦.୧୮ ରୁ ୦୨.୪୬
- କାଳରାତ୍ରି – ପ୍ରାତଃ ୦୬.୩୨ ରୁ ୦୯.୪୮ ଓ ରାତ୍ରି ୦୭.୩୧ ରୁ ୦୯.୦୫