/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୫ମୀ ରାତ୍ରି ୧୨.୪୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୨୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ଦିବା- ୦୮.୩୯ ରୁ ୧୦.୩୫
ଦିବା- ୦୧.୧୦ ରୁ ୦୧.୩୦
ଦିବା- ୦୪.୪୪ ରୁ ୦୫.୨୯
ସନ୍ଧ୍ୟା – ୦୬.୨୧ ରୁ ୦୭.୦୫
ରାତ୍ରି- ୦୯.୧୮ ରୁ ୧୧.୩୧
ରାତ୍ରି - ୦୧.୪୪ ରୁ ୦୩.୧୨
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୦୭ ରୁ ୦୪.୪୪
କାଳବେଳା- ଦିବା ୦୧.୩୦ ରୁ ୦୩.୦୭
ବାରବେଳା- ଦିବା ୦୭.୦୨ ରୁ ୦୮.୩୯
କାଳରାତ୍ରି- ରାତ୍ରି ୦୭.୪୪ ରୁ ୦୯.୦୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)