Today Panchang 29th Dec 2022: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ଶୁଭ ମୁହୂର୍ତ୍ତରେ ଘରେ କରିବେ ପୂଜା

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୭ମୀ ସନ୍ଧ୍ୟା ୦୭.୧୭ ଗତେ ୮ମୀ,ଘାତ ଚନ୍ଦ୍ର- ଧନୁ (ଅହୋରାତ୍ର),ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞନ ଦାନ ଦିବା ୧୧.୪୫ ଗତେ ୧ପାଦ

ଶୁଭ ସମୟ:

ପ୍ରାତଃ ୦୬.୨୪ ରୁ ୦୭.୫୦

ସନ୍ଧ୍ୟା ୦୬.୦୫ ରୁ ୦୯.୩୬

ରାତ୍ରି ୦୧.୨୭ ରୁ ୦୩.୪୬

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ଅଶୁଭ ସମୟ:

ଋାହୁକାଳ - ଦିବା ୦୧.୦୯ ରୁ ୦୨.୩୦

କାଳବେଳା - ଦିବା ୦୨.୩୦ ରୁ ୦୩.୫୧

ବାରବେଳା – ଦିବା ୦୩.୫୧ ରୁ ୦୫.୧୩

କାଳରାତ୍ରି – ରାତ୍ରି ୧୧.୪୮ ରୁ ୦୧.୨୭