Advertisment

Today Panchang 29th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୮.୨୨ ଗତେ ୭ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ଦିବା ୧୧.୩୮ ଗତେ ୧ପାଦ-କୁଟୁମ୍ବ ହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୨୨ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ

author-image
Deepak Acharya
undefined

Panchanga

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୮.୨୨ ଗତେ ୭ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ଦିବା ୧୧.୩୮ ଗତେ ୧ପାଦ-କୁଟୁମ୍ବ ହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୨୨ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ

Advertisment

ଶୁଭ ସମୟ-

ପ୍ରାତଃ – ୦୫.୩୪ ରୁ ୦୬.୨୩

ପ୍ରାତଃ – ୦୭.୧୩ ରୁ ୦୮.୪୦

ଦିବା – ୧୨.୧୨ ରୁ ୦୨.୪୧

ଦିବା – ୦୪.୨୧ ରୁ ୦୬.୦୦

ରାତ୍ରି – ୦୭.୩୩ ରୁ ୦୮.୫୪

ରାତ୍ରି – ୦୧.୪୩ ରୁ ୦୪.୦୧

ଅଶୁଭ ସମୟ-

ରାହୁକାଳ- ଦିବା ୧୦.୧୪ ରୁ ୧୧.୪୭

କାଳବେଳା- ଦିବା ୧୦.୧୪ ରୁ ୧୧.୪୭

ବାରବେଳା- ଦିବା ୦୮.୪୦ ରୁ ୧୦.୧୪

କାଳରାତ୍ରି- ରାତ୍ରି ୦୮.୫୪ ରୁ ୧୦.୨୦

Astrology Panchang
Advertisment
Related Articles
Advertisment