/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701144196.jpg)
Today Panchanga
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର, ଚନ୍ଦ୍ର- ବୃଷ ରାତ୍ରି ୦୧.୪୧ ଗତେ ମିଥୁନ, ତିଥି- ପ୍ରଦିପଦ ଦିବା ୦୨.୦୫ ଗତେ ୨ୟା, ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୦୧.୪୧ ଗତେ କନ୍ୟା ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୦୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୬.୦୬ ରୁ ୦୬.୫୦
ଦିବା- ୦୮. ୫୦ ରୁ ୧୧.୧୨
ଦିବା- ୦୩.୩୪ ରୁ ୦୩.୪୦
ସନ୍ଧ୍ୟା- ୦୫.୦୨ ରୁ ୦୬.୪୦
ରାତ୍ରି- ୦୮.୧୮ ରୁ ୦୮.୩୧
ରାତ୍ରି- ୦୯.୨୩ ରୁ ୧୨.୦୦
ରାତ୍ରି- ୦୧.୪୫ ରୁ ୦୩.୩୦
ରାତ୍ରି- ୦୪.୨୨ ରୁ ୦୬.୦୭
ଅଶୁଭ ସମୟ
ରାହୁକାଳ - ଦିବା ୦୨.୧୮ ରୁ ୦୩. ୪୦
କାଳବେଳା- ଦିବା ୧୨.୫୬ ରୁ ୦୨.୧୮
ବାରବେଳା- ପ୍ରାତଃ ୦୭.୨୮ ରୁ ୦୮.୫୦
କାଳରାତ୍ରି- ସନ୍ଧ୍ୟା ୦୬.୪୦ ରୁ ୦୮.୧୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)