ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର ଚନ୍ଦ୍ର – ମକର ଅହୋରାତ୍ର ତିଥି- ୫ମୀ ଦିବା ୦୧/୩୫ ଗତେ ୬ଷ୍ଠୀ ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୯ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ପ୍ରାତଃ ୦୬/୦୬ ରୁ ୦୭/୨୮
ଦିବା ୦୯/୦୧ ରୁ ୧୧/୧୨
ରାତ୍ରି ୦୭/୩୯ ରୁ ୦୯/୫୬
ରାତ୍ରି ୦୨/୩୭ ରୁ ୩୦/୩୦
ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ
ଅଶୁଭ ସମୟ:
ଋାହୁକାଳ - ଦିବା ୦୭/୨୮ ରୁ ୦୮/୫୦
କାଳବେଳା - ଦିବା ୦୭/୨୮ ରୁ ୦୮/୫୦
ବାରବେଳା – ଦିବା ୦୨/୧୮ ରୁ ୦୩/୪୦
କାଳରାତ୍ରି - ରାତ୍ରି ୦୯/୫୬ ରୁ ୧୧/୩୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669604601.jpg)