• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୮ମୀ ଦିବା ୦୯.୫୭ ଗତେ ୯ମୀ ,ଘାତ ଚନ୍ଦ୍ର – କର୍କଟ ଓ ମକର ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୧୯ ଗତେ ୨ ପାଦ

ଶୁଭ ସମୟ:

ପ୍ରାତଃ ୦୬.୫୬ ରୁ ୦୯.୩୩

ଦିବା ୦୧.୨୨ ରୁ ୦୨.୪୭

ଦିବା ୦୪.୩୧ ରୁ ୦୪.୩୮

ସନ୍ଧ୍ୟା ୦୬.୧୬ ରୁ ୦୭.୪୩

ରାତ୍ରି ୧୦.୩୮ ରୁ ୧୨.୪୯

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୩୮ ରୁ ୦୬.୧୬

କାଳବେଳା –ଦିବା ୧୧.୪୩ ରୁ ୦୧.୨୨

ବାରବେଳା – ଦିବା ୧୦.୦୫ ରୁ ୧୧.୪୩

କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୨୭